ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ମୋ’ ବସରୁ ପୁଣି ଚୋରି ଅଭିଯୋଗ, ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଲୁଟିନେଲ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀରେ ମୋ’ ବସରୁ ପୁଣି ଚୋରି । ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଏହି ଚୋରିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠି । ସେ ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।  ସେ ବୃତ୍ତିରେ ଜଣେ ଡ୍ରାଇଭର। ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବନ୍ଧକ ସୁନା ମୁକୁଳେଇବା ପାଇଁ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଲୁଟିନେଇଛନ୍ତି  ।  ଏ ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି।

Leave A Reply

Your email address will not be published.