ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରୀଷ୍ମ ପ୍ରବାହ: ଆସନ୍ତାକାଲିଠୁ ରାଜ୍ଯର ସମସ୍ତ ସ୍କୁଲ ୫ଦିନ ଯାଏ ଛୁଟି ଘୋଷଣା

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ କାଲିଠାରୁ ୫ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି। ଅର୍ଥାତ ୩୦ ତାରିଖ ଯାଏ ରାଜ୍ଯର ସମସ୍ତ ସ୍କୁଲ ଛୁଟି ରହିବ।  ମାଟ୍ରିକ ଓ +୨ ପିଲାଙ୍କ ପରୀକ୍ଷା ଚାଲୁ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Leave A Reply

Your email address will not be published.