ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏମସି ଅଧିନରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ୩ଦିନ ବନ୍ଦ

ଭୁବନେଶ୍ବର: ଡରାଉଛି ଓମିକ୍ରନ। ଆସୁଛି ନୂଆ ବର୍ଷ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଧାର୍ମିକ ଅନୁଷ୍ଠାନ ଗୁଡିକୁ ୩ଦିନ ବନ୍ଦ କରାଯାଇଛି।  ଆସନ୍ତାକାଲିଠାରୁ ଜାନୁଆରୀ ୨ ତାରିଖ ଯାଏ ବନ୍ଦ ରହିବ ସମସ୍ତ ଧାର୍ମିକ ଅନୁଷ୍ଠାନ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

 

Leave A Reply

Your email address will not be published.