ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

AIMIM ପାର୍ଟିର ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ରବିବାର ଦିନ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟି AIMIM ର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ହ୍ୟାକର୍ସ ପାର୍ଟି ର ଟ୍ୱିଟର ଆକାଉଣ୍ଟ ହ୍ୟାକ କରି ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କ ଫଟୋ ଟ୍ୱିଟର ଡିପିରେ ରଖିଦେଇଛନ୍ତି। ଏଥିସହ ଦଳର ନାମ ବଦଳରେ ଏଲୋନ୍ ମସ୍କଙ୍କ ନାମ ଲେଖିଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.