ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

AIIMSରେ ଆଜିଠୁ ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷଣ, ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ଏମ୍ସରେ ଆଜିଠୁ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ଉପରେ ଟିକା ପରୀକ୍ଷଣ କରାଯିବ । ପ୍ରଥମ ଦିନରେ ପ୍ରାୟ ୫ ରୁ ୧୦ ପିଲାଙ୍କ ଉପରେ ଏହି ପରୀକ୍ଷା କରାଯିବ । ଏହାପୂର୍ବରୁ ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ ଟିକାର ପରୀକ୍ଷଣ କରାଯାଇଛି ।

ଆଜି ପ୍ରଥମ ଦିନରେ ୫ରୁ ୧୦ ଜଣ ପିଲାଙ୍କୁ ଦିଆଯିବ ଟିକା । ପ୍ରଥମେ ସେମାନଙ୍କର ସ୍କ୍ରିନିଂ କରାଯିବ । ତାପରେ ସବୁ କିଛି ଠିକଠାକ ଥିଲେ ଦିଆଯିବ ଟିକା। ଗତ ଶନିବାର ୧୨-୧୮ ବର୍ଷ ବୟସର ପିଲାଙ୍କୁ କୋଭାକ୍ସିନ୍ ଟିକା ଡୋଜ୍ ଦିଆଯାଇଛି ।

ଏବେ ୬-୧୨ ବର୍ଷ ପିଲାଙ୍କୁ ଦିଆଯିବ । ଯାଞ୍ଚ ରିପୋର୍ଟ ଆସିବା ପରେ ୨-୬ ବର୍ଷ ପିଲାଙ୍କ ପାଖରେ ଟ୍ରାଏଲ ହେବ । ମେ ୧୨ ତାରିଖରେ ପିଲାଙ୍କ ଉପରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାର ଟ୍ରାଏଲକୁ ଅନୁମତି ମିଳିଥିଲା।

Leave A Reply

Your email address will not be published.