ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମରା ବନ୍ଦରରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ:  ଧାମରା ଅଦାନୀ ବନ୍ଦରରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି କାହ୍ନୁ ଚରଣ ମାଇତି। ତାଙ୍କ ଘର ଦୋସିଙ୍ଗା ଗ୍ରାମରେ । ସେ ଧାମରା ଆଦାନୀ କମ୍ପାନୀର କୋଇଲା ମେସିନର ରିଗର ଭାବେ କାମ କରୁଥିବା ବେଳେ ମେସିନ ରୋପ୍ ସିଲିଙ୍ଗ୍ ବେଲଟ ଛିଣ୍ଡି ଜିବା ଫଳରେ ତଳେ ପଡି ତାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଜଣଙ୍କ ହେଉଛନ୍ତି ନୟନ ମଣି ଡିଣ୍ଡା । ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.