ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଆପ ବିଧାୟକ ଓ ତାଙ୍କ ପିଏ, ସରପଞ୍ଚଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ବିଧାୟକ । ପଞ୍ଜାବର ଭଟିଣ୍ଡା( ଗ୍ରାମୀଣ) ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମିତ ରତନ କୋଟଫାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି ଭିଜିଲାନ୍ସ ଟିମ । ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ୪ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗରିଫ କରିଛି। ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ଭିଜିଲାନ୍ସ  ଟିମ ଜାଲ ବିଛାଇ ଦୁଇ ଜଣଙ୍କୁ ଗିରଫ କରିଥିଲେ । ବିଧାୟକଙ୍କ ଗାଡି ସହ ଲଞ୍ଚ ଟଙ୍କା ଜବତ କରାଯାଇଛି।

Leave A Reply

Your email address will not be published.