ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀର ତୁଷୁରାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ବଲାଙ୍ଗୀର : ବଲାଙ୍ଗୀର ତୁଷୁରାରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ହେଲେ ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ଗତକାଲି ରାତିରେ ହତ୍ୟା କରି ଫେରାର ମାରିଥିବା ହୋଇଛି ଅଭିଯୋଗ । ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ତୁଷୁରା ପୋଲିସ, ହତ୍ୟାର କାରଣ ଅସ୍ପଷ୍ଟ ।

Leave A Reply

Your email address will not be published.