ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାବୁଲରେ ଅରାଜକତା: ୟୁକ୍ରେନ ବିମାନ ଅପହରଣ

କାବୁଲ: ଦିନକୁ ଦିନ କାବୁଲରେ ତାଲିବାନୀଙ୍କ ଅରାଜକତା ବଢିବାରେ ଲାଗିଛି। ଏୟରପୋର୍ଟରୁ ୟୁକ୍ରେନ ବିମାନ ବ୍ଯବହୃତ ହୋଇଥିବା ଜଣାପଡ଼ିଛି। ୟୁକ୍ରେନ ନାଗରୀକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ବିମାନଟିକୁ କିଛି ବନ୍ଧୁକଧାରୀ ଅଜ୍ଞାତ ବ୍ୟକ୍ତି ଇରାନ ଆଡକୁ ନେଇଯାଇଥିବା ସୂଚନା । ବିମାନରେ ୮୩ ଜଣ ଯାତ୍ରୀଥିବା ଜଣାପଡ଼ିଛି । ଅପହରଣନେଇ ସ୍ପଷ୍ଟ କରିଛନ୍ତି ୟୁକ୍ରେନ ଡେପୁଟି ବୈଦେଶିକ ମନ୍ତ୍ରୀ ।

Leave A Reply

Your email address will not be published.