ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଜବତ ହେଲା ଗୋରୁ ମାଂସ ବୋଝେଇ ଟ୍ରକ

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଦଳେଇପୁଟ ଛକରେ ଗୋରୁମାଂସ ବୋଝେଇ ଟ୍ରକ ଜବତ କରାଯାଇଛି। ସଦର ଥାନା ଏହି ଗାଡି ଜବତ କରିଛି। ପୁଲିସ ଗାଡି ଜବତ କଲାବେଳେ ଅଭିଯୁକ୍ତ ଗାଡି ଛାଡି ପଳେଇଛନ୍ତି।ଏହି ଗୋରୁମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା ତାହା ତଦନ୍ତ ଚାଲିଛି। କିଛିଦିନ ତଳେ ରାମେଶ୍ୱର ଛକରୁ ନିରାକାରପୁର ପୋଲିସ ଗୋରୁମାଂସ ବୋଝେଇ ଟ୍ରକ ଜବତ କରିଥିଲେ। ଗୋରୁ ଚାଲାଣ ଧରପଗଡ଼ ପରେ ଗୋରୁମାଂସ ଚାଲାଣ କାରୀ ସକ୍ରିୟ ହୋଇ ଉଠିଛନ୍ତି। ଯାହାକି ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

Leave A Reply

Your email address will not be published.