ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ଯୁ

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଜାର ଜୁଣ ଛକ ଠାରେ ବିଳମ୍ବିତ ରାତିରେ ଅଘଟଣ  ଘଟିଛି। ୧୧ କେଭି ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ଯୁ ଘଟିଛି। ଯୁବକ ଜଣକ ମାର୍ଶାଘାଇ ଥାନା ଅନ୍ତର୍ଗତ କରମକୁଳ ଗ୍ରାମର ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ମାର୍ଶାଘାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଦେବୀପ୍ରସାଦ ଏକ ଘରୋଇ ଆବାସିକ ଟିଉଟୋରିଆଲରେ ରହି + ୨ ବିଜ୍ଞାନ ପାଠ ପଢୁଥିଲେ।

Leave A Reply

Your email address will not be published.