ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡ଼ି ନାବାଳକର ମୃତ୍ଯୁ

ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି ଗାଁରେ ଥିବା ଏକ ପୋଖରୀରେ ବୁଡି ୧୩ ବର୍ଷ ବାଳକର ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ମୃତ ବାଳକ ଜଣଙ୍କ ପର୍ଲି ଗାଁର  ବିଶ୍ୱନାଥ ଅମାନତ୍ୟ ।

ପୁଲିସ ସୂଚନା ମୁତାବକ, ବିଶ୍ୱନାଥ ଅମାନତ୍ୟ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲା। ପୋଖରୀରେ ଗାଧୋଇବା ବେଳେ ହଠାତ ଗୋଡ଼ ଖସିବାରୁ ବିଶ୍ୱନାଥ ବୁଡିଯାଇଥିଲା। ଖବର ପାଇ ବୋରିଗୁମ୍ମା ଦମକଳ ବାହିନୀ ଆସି ମୃତ ବାଳକକୁ ପୋଖରୀରୁ ଉଦ୍ଧାର କରିଥିଲେ। ହେଲେ ପୋଖରୀରେ ହିଁ ବିଶ୍ୱନାଥର ମୃତ୍ଯୁ ଘଟି ସାରିଥିଲା।

Leave A Reply

Your email address will not be published.