ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀରେ ଗାଧୋଇବା ବେଳେ ଅଘଟଣ, ବଢ଼ି ପାଣିରେ ଭାସିଗଲେ ନାବାଳକ

ଟାଙ୍ଗି: ନଦୀରେ ଗାଧୋଇବା ବେଳେ ଅଘଟଣ। ବଢ଼ି ପାଣିରେ ଭାସିଗଲେ ନାବାଳକ। ଭାସି ଯାଇଥିବା ନାବାଳକ ହେଉଛନ୍ତି ଟାଙ୍ଗି ଛକଡିପୁ ଗାଁର ବିଜୁ ସାସମଲ। ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିଲେ ବିଜୁ। ୪ ଜଣ ସାଙ୍ଗଙ୍କ ମଧ୍ୟରୁ ବିଜୁ ପ୍ରଥମେ ପାଣିଲେ ପଶିଥିଲେ। ଏହି ସମୟରେ ବିଜୁ ପାଣିର ସୁଅରେ ଭାସି ଯିବାରୁ ଅନ୍ୟମାନେ ପାଣିକୁ ପଶି ନ ଥିଲେ। ତେବେ ବହୁ ଖୋଜା ଖୋଜି ପରେ ମଧ୍ୟ ଏପର୍ଯ୍ଯନ୍ତ ନାବାଳକର ପତ୍ତା ମିଳିପାରିନାହିଁ ।

Leave A Reply

Your email address will not be published.