ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ

ଜଗତସିଂହପୁର: ଜଗତସିଂହପୁର-ବାଲିକୁଦା ଥାନା ଚଅଁରପୁର ଗାଁରେ ସୋମବାର ଏକ ଅଭାବାନୟ ଘଟଣା ଘଟାଯାଇଛି। ପୋଖରୀରେ ବୁଡି ଦୁଇ ବର୍ଷ ଶିଶୁର ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ଚଅଁରପୁର ଗ୍ରାମରେ ରବିନ୍ଦ୍ର ଦାସଙ୍କ ପୁତ୍ର ସୋମବାର ସକାଳେ ପୋଖରୀ କୂଳରେ ଖେଳୁଥିଲା । ତେବେ ଅସାବଧାନତାବଶତଃ ସେ ପୋଖରୀରେ ଖସି ପଡିଥିଲା । ଫଳରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଶିଶୁଟିର ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.