ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାପ କାମୁଡାରେ ନାବାଳିକା ମୃତ

କୁଳିଅଣା: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଲିଡିହା ଗ୍ରାମର ମହେଶ୍ୱର ଗିରିଙ୍କ ୯ବର୍ଷର ଝିଅ ଭାରତୀର ସାପ କାମୁଡାରେ ମୃତ୍ୟୁ ଘଟିଛି । ଭାରତୀ ବାଡିରେ ଘାସ କାଟୁଥିବା ସମୟରେ ଏକ ବିଷ ଧର ସାପ ତାଙ୍କୁ କାମୁଡିଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉକ୍ତ ନାବାଳିକାକୁ ଚିକିତ୍ସା ପାଇଁ ବାରିପଦା ଡ଼ାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏ ସମ୍ପର୍କରେ କୁଳିଅଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୁଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.