ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାହବଳପୁର ଶୁଖୁଆ ହାଟରେ ଭୟାଭୟ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ଵର ସଦର ବ୍ଳକ ବାହବଳପୁର ମେରାଇନ ଥାନା ଅନ୍ତର୍ଗତ ବହାବଲପୁରର ମୁହାଁଣର ସଖୁଆ ମାର୍କେଟରେ ଭୟାଭୟ ଅଗ୍ନି କାଣ୍ଡ ଆଜି ସନ୍ଧ୍ୟା ସମୟରେ ଘଟି ଯାଇଛି । ସୂଚନା ଅନୁଯାୟୀ ସମୁଦ୍ର ନିକଟରେ ଥିବା ଶୁଖୁଆ ସୁଖାଇବା ଓ ଷ୍ଟୋର କରି ରଖିବା ପାଇଁ ଥିବା କୁଟା ଓ ଅଜବେଷ୍ଟ ଛପର ଘର ପାଖାପାଖି ୨୦ ରୁ ଉର୍ଦ୍ଧ୍ବ ନିଆଁ ଲାଗି ଜଳି ଯାଇ ଧୁଲିସାତ ହୋଇଯାଇଥିବା ସୂଚନା ମିଳିଛି । ତେବେ ଉକ୍ତ ସ୍ଥାନରେ ରେ ଦୁଇଟି ଗ୍ୟାସ ଟାଙ୍କି ଫାଟି ଥିବା ଅନୁମାନ କରା ଯାଉଛି । ତେବେ ଖବର ପାଇ ଘଟଣା ସ୍ଥଳରେ ବସ୍ତା ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିବାରେ ଚେଷ୍ଟା ଜାରି ରଖିଛି । ଜନ ଜୀବନ କ୍ଷତି ହୋଇନଥିବା ବେଳେ ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

Leave A Reply

Your email address will not be published.