ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଜଳେଶ୍ଵର : ଜମି ବାଡ଼ି ବିବାଦକୁ ନେଇ ଚାରି ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ , ଚାରି ଗୁରୁତର । ବାଲିଆପାଳ ଥାନା ମଝିପଡା ଗ୍ରାମର ଘଟଣା । ଚାରି ଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମି ବାଡ଼ି ବିବାଦ ଲାଗି ରହିଥିଲା । ଗତ ବିଳମ୍ୱିତ ରାତିରେ ଘଟଣାର ଉଗ୍ରରୂପ ନେଇ ପରସ୍ପର ମଧ୍ୟରେ ହାଣ କାଟ ହୋଇଛନ୍ତି । ଚାରି ଭାଇ ଯାକ ଗୁରୁତର ହୋଇ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱରକୁ ସ୍ଥାନନ୍ତରିତ କରାଯାଇଛି, ପୋଲିସର ତଦନ୍ତ ଆରମ୍ଭ ।

Leave A Reply

Your email address will not be published.