ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ୫ବର୍ଷର ଝିଅ ଓ ବାପାଙ୍କ ମୃତ୍ଯୁ

ନୂଆପଡ଼ା:  ନୂଆପଡା ଏନଏସିର ସାଲେଭଟା ଗାଁରେ ମଙ୍ଗଳବାର ଦୁଃଖଦ ଘଟଣା ଘଟିଛି। ଗଧୋଇବା ବେଳେ ୫ବର୍ଷର ଝିଅ ଓ ବାପାଙ୍କ ମୃତ୍ଯୁ ଘଟିଛି। ୫ ବର୍ଷର ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବହୁ ସମୟ ଧରି ନ ଫେରିବାରୁ ଘରଲୋକେ ଖୋଜାଖାଜି କରିଥିଲେ। ପୋଖରୀ କୂଳରେ ଗାମୁଛା ଓ ଚପଲ ଦେଖି ସ୍ଥାନୀୟଲୋକେ ପୋଖରୀରେ ଖୋଜିଥିଲେ । ଉଭୟଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.