ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪ ବର୍ଷର ଶିଶୁପୁତ୍ରକୁ କାଠ ଫାଳିଆରେ ପିଟି ହତ୍ୟା !

ଆସିକା: ଗଞ୍ଜାମ ଜିଲ୍ଲାରେ ଏକ ଅମାନବୀୟ ଘଟଣା ଘଟିଯାଇଛି। ଧରାକୋଟ ମୁଣ୍ଡମରାଇ ଗାଁ ହାଟସାହିରେ ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରାଯାଇଛି। କାଠ ଫାଳିଆରେ ଉକ୍ତ ଶିଶୁପୁତ୍ରକୁ ପିଟି ହତ୍ୟା କରାଯାଇଥିବା ସୂଚନା। ତେବେ ହତ୍ୟାକାରୀ ଶ୍ରୀକାନ୍ତ ସେଠୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ମୃତ ଶିଶୁପୁତ୍ରର ନାଁ ଲିତେସ ପାତ୍ର ବୋଲି ଜଣାପଡ଼ିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେଉଁ କାରଣରୁ ୪ ବର୍ଷର ବାଳକକୁ ହତ୍ୟା କରାଯାଇଛି ସେ ନେଇ ତଦନ୍ତ ଚାଲିଛି। ଏ ନେଇ ଧରାକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.