ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ଲୋକ ନେଲେଣି ପ୍ରଥମ ଡୋଜ୍ ଟିକା

ଭୁବନେଶ୍ବର: କରୋନାକୁ ହରାଇବା ପାଇଁ ରାଜ୍ଯରେ ଜୋରଦାର ଚାଲିଛି ଚିକା କରଣ। ମୁଣ୍ଡ ଗଣନା ହିସାବରେ ୯୯ ପ୍ରତିଶତ ପ୍ରଥମ ଡୋଜ୍ ନେଇସାରିଛନ୍ତି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଭିତରୁ ୪୨% ପ୍ରିକସନ ଡୋଜ ନେଇ ସାରିଲେଣି । ରାଜ୍ୟରେ ଏବେ ସୁଦ୍ଧା ୬ କୋଟି ୭୭ ହଜାର ୯୦୭ ଡୋଜ ଟିକାକରଣ ସରିଛି ।

 

Leave A Reply

Your email address will not be published.