ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ବଲପୁରରେ ଅଭାବନୀୟ ଘଟଣା: ମା’ ସହ ଗାଧୋଇବା ବେଳେ ଭାସିଗଲା ପୁଅ, ମିଳୁନାହିଁ ପତ୍ତା

ସମ୍ବଲପୁର : ସମ୍ବଲପୁରରେ ଅଭାବନୀୟ ଘଟଣା। ମା ସହ ଗାଧୋଉଥିବା ବେଳେ ଭାସି ଯାଇଛି ପୁଅ। ସ୍ଥାନୀୟ ଲୋକ ଏବଂ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରାୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ। ନତଘୋଜ ବାଳକ ଜଣକ ହେଉଛନ୍ତି ବୁର୍ଲା ଥାନା ଅନ୍ତର୍ଗତ ୱାନ ଆର କଲୋନିର ରୋନକ ପଂଚବିହାର।

ସୂଚନା ଅନୁସାରେ ୮ ବର୍ଷିୟ ରୋନକ ତାର ମା ସହିତ ପଞ୍ଚବିହାର ବୁର୍ଲା କେନାଲରେ ମାଆଙ୍କୁ ସହ ଗାଧୋଇବା ପାଇଁ ଯାଇଥିବା ବେଳେ ପାଣିରେ ଭାସି ଯାଇଛନ୍ତି । ପାୱାର ଚାନେଲର ଶିବ ମନ୍ଦିର ନିକଟ ଘାଟରେ ଘଟିଛି ଏଭଳି ଅଘଟଣା । ତେବେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନାବାଳକକୁ ଖୋଜାଖୋଜି ଜାରି ରଖିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ନାବାଳକର ପତ୍ତା ମିଳିନଥିବା ଜଣାପଡିଛି ।

 

Leave A Reply

Your email address will not be published.