ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି: ୪୦ ଡିଗ୍ରୀ ଉପରେ ୮ ସହର

ଭୁବନେଶ୍ବର: ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନ ପରେ ତାତିରେ ବ୍ରେକ୍ ଲାଗିଛି। ରାଜ୍ୟର ୮ ସହରରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଆଜି ୪୨.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।

ସୂଚନା ଅନୁଯାୟୀ, ୪୦ ଡିଗ୍ରୀ ତାପମାତ୍ର ପାର କରିଥିବା ସହରଗୁଡ଼ିକ ହେଉଛି- ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଯାଜପୁର, ବରଗଡ଼ ଓ ବୌଦ୍ଧ

Leave A Reply

Your email address will not be published.