ରାଜ୍ୟରୁ ଆଉ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୧୮ ବର୍ଷରୁ କମ୍ ବୟସର ୮୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୮୨ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୪୫ ଜଣ ରହିଛନ୍ତି ।। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୩ ଜଣ ପଜିଟିଭ ରହିଛନ୍ତି।
Covid-19 Report For 6th October
New Positive Cases: 582
Of which 0-18 years: 83
In quarantine: 337
Local contacts: 245(Details of local contacts will be shared by concerned Dist Administration)
District Wise Cases:
1. Balasore: 19
2. Bargarh: 2
3. Bhadrak: 3
4. Balangir: 3— I & PR Department, Odisha (@IPR_Odisha) October 7, 2021
ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୯୯୪କୁ ବୃଦ୍ଧି ପାଇଥିବା ବେଳେ ୧୦ ଲକ୍ଷ ୧୬ ହଜାର ୫୯୪ ଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୫ ହଜାର ୧୧୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୦ଜଣ ପଜିଟିଭ ରହିଛନ୍ତି।
21. Nayagarh: 5
22. Puri: 21
23. Sambalpur: 21
24. Sonepur: 1
25. Sundargarh: 7
26. State Pool: 66New recoveries: 429
Cumulative tested: 20443634
Positive: 1029994
Recovered: 1016594
Active cases: 5113— I & PR Department, Odisha (@IPR_Odisha) October 7, 2021