ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇଦ୍ରାବାଦରେ କ୍ରାଇମ, ଭୁବନେଶ୍ୱରରେ ଗିରଫ । ଭୁବନେଶ୍ୱରରୁ ବନ୍ଧା ହେଲେ ୫ ସାଇବର ଠକ

ଭୁବନେଶ୍ୱରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ହାଇଦ୍ରାବାଦ ପୋଲିସ ୫ ଠକ କୁ ଗିରଫ କରିଛି । ହାଇଦ୍ରାବାଦରେ କ୍ରାଇମ କରିଥିଲେ, ବନ୍ଧାହେଲେ ଭୁବନେଶ୍ୱରରୁ । ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର କ୍ରାଇମ କରିଥିବା ଅଭିଯୋଗ ହୋଇଥିଲା। ଆଜି ହାଇଦ୍ରାବାଦ ପୋଲିସକୁ ହସ୍ତାନ୍ତର କରିବ କମିଶନରେଟ ପୋଲିସ ।

Leave A Reply

Your email address will not be published.