ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ ଚଢାଉ, ୩ ଗିରଫ

ବଇଣ୍ଡା: ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ହଣ୍ଡପା ଓ ଠାକୁରଗଡ଼ ଥାନା ଅଞ୍ଚଳ ରେ ଚଢାଉ କରି ୪୨ ଲିଟର ଦେଶୀ ମହୁଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେବେ ହଣ୍ଡପା ଥାନା କଦଳୀମୁଣ୍ଡା ଗ୍ରାମର ଗଗନ ସେଠୀ , ପାପସରା ଗ୍ରାମର ବାବୁନ ବେହେରା ଓ ଠାକୁରଗଡ଼ ଥାନା ପାଇକସାହି ଗ୍ରାମର କୈଳାସ ମାଝୀ। ସେମାନେ ଘରେ ଚୋରା ରେ ମଦ ବିକ୍ରି କରୁଥିବା ଖବର ପାଇଁ ଆଠମଲ୍ଲିକ ଅବକାରୀ ନିରିକ୍ଷକ କୌଶଲ୍ୟା ଜେନା , ବଇଣ୍ଡା ଅବକାରୀ ଅଧିକାରୀ ବଲବୀର ଗଡନାୟକ ଚଢଉ କରି ମଦ ଜବତ କରିଥିଲେ।

Leave A Reply

Your email address will not be published.