ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ଭୋଜି ଖାଇ ୪୦ରୁ ଅଧିକ ଲୋକ ଅସୁସ୍ଥ

ରାଉରକେଲା : ରାଉରକେଲା ବାସନ୍ତୀ କଲୋନୀ ନିକଟସ୍ଥ ହରିପୁର ବସ୍ତିରେ ଘଟିଛି ଅଘଟଣ । ବିବାହ ଭୋଜି ଖାଇ ୪୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ଜଣା ପଡ଼ିଛି ।

ସୂଚନା ଅନୁଯାୟାୀ, ହରିପୁର ବସ୍ତିରେ ଜଣେ ବ୍ୟକ୍ତିଙ୍କ ପୁଅ ଗତ କିଛି ଦିନ ପୂର୍ବରୁ ବିବାହ କରିଥିଲେ। ଗତକାଲି ସେ ନିଜର ରିସେପସନ ଭୋଜି ଡିଏଭି ବିଦ୍ୟୁତ କାର୍ୟ୍ୟାଳୟରେ ଦେଇଥିଲେ । ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଝାଡାବାନ୍ତି ହୋଇଥିବା ସହ ସେମାନଙ୍କ ଅବସ୍ଥା ଖରାପ ହେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛିା

Leave A Reply

Your email address will not be published.