ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡେଙ୍ଗୁ ଆତଙ୍କ: ଖୋର୍ଦ୍ଧାରୁ ଚିହ୍ନଟ ହେଲେ ଆଉ ୪୦ ନୂଆ ଡେଙ୍ଗୁ ରୋଗୀ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ  ଆତଙ୍କ । ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୪୦ଜଣ ନୂଆ ଡେଙ୍ଗୁ ରୋଗୀ । ଏଥିସହ ଖୋର୍ଦ୍ଧା ଜିଲ୍ଲାର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୮୭କୁ ବୃଦ୍ଧି ହୋଇଛି। ନୂଆ ୪୦ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୬ଜଣ ରହିଥିବା ବେଳେ  ଗ୍ରାମଞ୍ଚଳରୁ ନୂଆ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗର ନିଗମରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୨୩କୁ ବୃଦ୍ଧି ହୋଇଛି।

Leave A Reply

Your email address will not be published.