ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରୁ ୪ ଲୁଟେରାଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

ରାଜଧାନୀ ଭୁବନେଶ୍ବରରୁ ୪ ଜଣ ଲୁଟେରା ଗିରଫ ହୋଇଛନ୍ତି। ଏହି ୪ ଲୁଟେରାଙ୍କୁ କମିସନରେଟ୍‌ ପୁଲିସ୍‌ ଧରିଥିବା ସୂଚନା ରହିଛି। ଏହି ଲୁଟେରାମାନଙ୍କ ନିକଟରୁ ୮୦ ଗ୍ରାମର ୧୨ଟି ସୁନା ଚେନ୍‌, ୩ଟି ଚୋରା ବାଇକ୍‌ ଜବତ ହୋଇଛି। ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟ୍‌ପାତ୍‌ କରୁଥି‌ଲେ ବୋଲି ଅଭିଯୋଗ ରହିଛି।

Leave A Reply

Your email address will not be published.