ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ ( ୩-୦୩-୨୦୨୧ )

ମେଷ:ଆର୍ଥିକ ପରିସ୍ଥିତି ଭଲ ରହିବ। ଚାକିରିରେ ଉଚ୍ଚ ଆଶା ସଫଳ ହେବ। ପ୍ରଶାସନିକ ଦାୟିତ୍ୱବୋଧ ରହିବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବୃଷ:କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ କଟିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ଶତ୍ରୁମାନେ ଆୟତ୍ତାଧୀନ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ମିଥୁନ:ଦିନଟି ଆୟଠାରୁ ବ୍ୟୟ ଅଧିକ ରହିବ। ରାଜନୀତିରେ ସହକର୍ମୀଙ୍କ ସହ ମତଭେଦ ରହିପାରେ। ମହିଳାମାନେ ଅସ୍ଥିର ରହିବେ। ବାଣିଜ୍ୟରେ ପ୍ରତିକୂଳତା ରହିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କର୍କଟ:ଦିନଟି ଚଳଚଞ୍ଚଳ ରହିବେ। କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶୀଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଏଥିସହିତ ପଢ଼ନ୍ତୁ

ସିଂହ:ସବୁରି କ୍ଷେତ୍ରରେ ଅଗ୍ରଗତି କରିବେ। ଗୁରୁଜନମାନଙ୍କ ସହଯୋଗ ମିଳିବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କନ୍ୟା:କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ସାଂସାରିକ ଅର୍ଥଚିନ୍ତା ରହିବ। ମହିଳାମାନେ ସମସ୍ୟାରେ ରହିବେ। ପରିବହନ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ତୁଳା:ଚନ୍ଦ୍ରଙ୍କ ସ୍ବ-ପାରଗମନ ହେତୁ ପ୍ରସନ୍ନତା ଓ ସୁଖୀ ରହିବେ। ପ୍ରଶାସନିକ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଯଶ ପାଇବେ। ବାଣିଜ୍ୟିକ ଆଶାନୁରୂପ ଫଳ ପାଇବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ଦିନଟି ସାଧାରଣ ଫଳ ପାଇବେ। ଦେହ ଓ ମନ ଭଲ ରହିବ। ଚାକିରିରେ ଦୂରଯାତ୍ରା କରିପାରନ୍ତି। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ

ଧନୁ:କୌଣସି ବଡ ଧରଣର କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ। ଚାକିରିରେ  ଧନସମ୍ମାନ  ପ୍ରାପ୍ତି ହେବ। ପରିବହନ , ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମକର:ଆୟ ଉତ୍ତମ ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ ହେବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧି ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କୁମ୍ଭ:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଚଳଚଞ୍ଚଳ ରହିବେ। ଚାକିରିରେ ନିଷ୍ଠା ରହିବ। ପରିବହନ ଓ ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୪,ଶୁଭରଙ୍ଗ-ମେଟାଲିକ୍

ମୀନ:ଦେହ ଓ ମନ ଭଲ ରହିବ। ଆର୍ଥିକ ଚାପ ରହିବ। ମହିଳାମାନେ ନିଜକୁ ହେୟ ମନେ କରିବେ। ଶିଳ୍ପ ଓ ବାଣିଜ୍ୟରେ ନୈରାଶ୍ୟଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

Leave A Reply

Your email address will not be published.