ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଆଇନ ଗଚ୍ଛିତ ୩୮ଅକ୍ସିଜେନ ସିଲିଣ୍ଡର ଜବତ, ଜଣେ ଅଟକ

ବାରିପଦା: ବାରିପଦା ସ୍ଥାନୀୟ ଟାଉନ ପୁଲିସ ତଖତପୁରରେ ଥିବା ଆରଏମସି ମାର୍କେଟ କମ୍ପଲେକ୍ସର ଏକ ଗୋଦାମରୁ ଛୋଟବଡ ୩୮ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି । ଘଟଣାରେ ଜଡ଼ିତ ଗୋଦାମ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରିବାରଙ୍କୁ ୨୧ରୁ ୨୫ହଜାର ଟଙ୍କା ବିନିମୟରେ କଳାବଜାରରେ ସିଲିଣ୍ଡର ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବସାୟ ପଛରେ ବାରିପଦାର ବଡବଡିଆଙ୍କ ସମ୍ପୃକ୍ତି ଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.