ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୦ ହଜାର ବର୍ଷ ତଳର ହାତୀ ଛୁଆ ମମି ଉଦ୍ଧାର

ଓଟାୱା: କାନାଡାର ପ୍ରତ୍ନତତ୍ତ୍ବବିତ୍‌ ଏକ ସୁନା ଖଣିରୁ ୩୦ ହଜାର ବର୍ଷ ତଳର ଜୀବ ‘ମାମଥ’ର ଅବଶେଷ ଉଦ୍ଧାର କରିଛନ୍ତି। ସେ ସମୟରେ ହାତୀର ପୂର୍ବ ପିଢି କୁହାଯାଉଥିବା ମାମଥର ଅସ୍ତିତ୍ବ ଥିଲା। ସେତେବେଳେ ପୃଥିବୀର ଅଧିକାଂଶ ଭାଗରେ ବରଫ ଛାଇ ରହୁଥିଲା। ଏହି ମାଈ ହାତୀ ଛୁଆର ଶବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ହଜାର ହଜାର ବର୍ଷ ହେଲା ଚାପି ହୋଇ ରହିଥିବା ଯୋଗୁଁ ଏହା ମମି ଭଳି ହୋଇଯାଇଛି। ଏହି ହାତୀ ଛୁଆ ଗୁମ୍ଫାରେ ବାଘମାନଙ୍କ ସହ ରହୁଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.