ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରେ ୩ଶହ ପୁଲିସ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି କରୋନା ।  ସମ୍ମୁଖ ଯୋଦ୍ଧା ଭାବେ ନିୟୋଜିତ କର୍ମଚାରୀ  ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ସୋମବାର ଦିଲ୍ଲୀ ପୁଲିସର ପ୍ରାୟ ୩ଶହ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଲୋକ ସମ୍ପର୍କର ଅଧିକାରୀ ଓ ଅତିରିକ୍ତ କମିଶନର ଚିନ୍ମୋୟ ବିଶ୍ୱାଳ କରେନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀ ପୁଲିସରେ ମୋଟ କର୍ମଚାରୀ ୮୦ ହଜାର କର୍ମଚାରୀ କାର୍ଯ୍ଯରତ ଅଛନ୍ତି । ଦିଲ୍ଲୀ ପୁଲିସ କମିଶନର ରାକେଶ ଆସ୍ତାନା କରୋନା ସଂକ୍ରମଣକୁ ରୋକିବା ପାଇଁ ଏସ୍‌ଓପି ଜାରି କରିଛନ୍ତି । ଏହା ଅନୁଯାୟୀ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ଏଥିସହିତ ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଡ୍ୟୁଟି ସମୟରେ ବାରମ୍ୱାର ହାତ ଧୋଇବା ସହିତ ପରିବାର ଲୋକଙ୍କ ଟିକାକରଣ କରାଇବା ନେଇ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.