୩୦ କିଲୋ ଗଞ୍ଜେଇ ସହ ଅଟୋ ଜବତ, ଦୁଇ ଗିରଫ

ଫୁଲବାଣୀ: ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ଖଜୁରୀପଡ଼ା ଗାଡ଼ିଆପଡ଼l ଘାଟିରେ ଏକ ଅଟୋକୁ ଜବତ୍ କରିବା ସହ ଅଟୋରୁ ୩୦ କିଲୋ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଅଟୋ ଚାଳକ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇଜଣଙ୍କୁ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Leave a comment