ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୨-୦୪- ୨୦୨୧ )

ମେଷ:ଦିନଟିରେ କେତେକ ବିଷୟକୁ ନେଇ ବିଚଳିତ ରହିବେ। ଚାକିରିରେ ସମସ୍ୟା ଘେରରେ ରହିବେ। ରାଜନୀତିରେ ଲୋକପେ ହ୍ରାସ ପାଇବ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

ବୃଷ:କର୍ମକ୍ଷେତ୍ରରେ ସହଯୋଗ ପାଇବେ। ପ୍ରଶାସନିକ ପ୍ରଶଂସାଭାଜନ ହେବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉନ୍ନତି କରିବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଳା

ମିଥୁନ:ଦିନଟିରେ ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ବଚ୍ଛଳତା ରହିବ। ମହିଳାମାନେ ଉଦଯୋଗୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ:କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ଗୁରୁଜନମାନଙ୍କ ସହ ମତଭେଦ ରହିପାରେ। ଚାକିରିରେ କାର୍ଯ୍ୟ ଚାପ ରହିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିକୂଳତା ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ:ଦିନଟିରେ ଚଳଚଞ୍ଚଳ ରହିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ପ୍ରସନା ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କନ୍ୟା:କୌଣସି ବଡ ଧରଣର ସଫଳତା ପାଇବେ। ମହିଳାମାନେ ସୁଖସମ୍ମାନ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ତୁଳା:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରୀରେ ସୁଖସନ୍ତୋଷ ପ୍ରାପ୍ତି ହେବ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ:୬,ଶୁଭ ରଙ୍ଗ:ଧଳା

ବିଛା:ଦିନଟିରେ ପ୍ରଶଂସିତ କାର୍ଯ୍ୟ କରି ଆତ୍ମସନ୍ତୋଷ ପ୍ରାପ୍ତି ହେବ। ଚାକିରିରେ ସହଯୋଗ ପାଇବେ। ପରିବହନ,ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ଧନୁ: କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ସଫଳ ହେବେ। ହଠାତ ଦୂରଯାତ୍ରା କରିପାରନ୍ତି। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ମକର:ଦିନଟିରେ ସ୍ବପ୍ନ ସାକାର ହେବ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ଚାକିରୀରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ସଞ୍ଚୟ ହେବ।
ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କୁମ୍ଭ:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବଢିବ। କଳା,ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମୀନ:ଯୋଜନା କରି ଅସଫଳ ହେବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ବାଣିଜ୍ୟରେ ମନ୍ଥର ରହିବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ

Leave A Reply

Your email address will not be published.