ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୭-୦୩-୨୦୨୧ )

ମେଷ:କର୍ମକ୍ଷେତ୍ରରେ ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ। ସନ୍ତାନମାନେ ଉନ୍ନତି କରିବେ। ଚାକିରିରେ ଦାୟିତ୍ବବୋଧ ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ବୃଷ:ଦିନଟି ଅବହେଳା କାରଣରୁ ସମସ୍ୟା ଘେରରେ ଫସିଯିବେ। ରାଜଦଣ୍ଡ ଭୋଗର ସମ୍ଭାବନା ରହିଛି। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ବ୍ୟୟାଧିକ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ସାଂସାରିକ ଶାନ୍ତିର ବାତାବରଣ ରହିବ। ଚାକିରିରେ କର୍ମତତ୍ପରତା ପ୍ରକାଶ ପାଇବ। ଶିଳ୍ପ ଓ ବାଣିଜ୍ୟରେ ନୂତନ ପୁଞ୍ଜିନିବେଶ କରିପାରନ୍ତି। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କର୍କଟ:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରୀରେ ଅସହଯୋଗ ରହିବ। ମହିଳାମାନେ ଚିନ୍ତିତ ରହିବେ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଲାଭ ହେବ ନାହିଁ।ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ:ଚନ୍ଦ୍ରଙ୍କ ସ୍ବପାରଗମନ ହେତୁ ଉଚ୍ଚାଭିଳାଷୀ ଓ ଆତ୍ମସନ୍ତୋଷ ପ୍ରାପ୍ତି ହେବ। ସାଂସାରିକ ହସଖୁସିର ଆସର ଜମିପାରେ। କଳା, ବିଜ୍ଞାନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:କର୍ମକ୍ଷେତ୍ରରେ କାର୍ଯ୍ୟ ବହୁଳତା କାରଣରୁ କ୍ଳାନ୍ତି ଅନୁଭବ କରିବେ। ସାଂସାରିକ ବନ୍ଧୁ ମନାନ୍ତର ହୋଇପାରେ। ମହିଳାମାନେ ସମସ୍ୟାରେ ରହିବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:କୌଣସି ବଡ ଧରଣର କାର୍ଯ୍ୟକୁ ତୁଲାଇବେ। ଉଭୟେ ପ୍ରେମ ଓ।ଦାମ୍ପତ୍ୟ ସୁଖମୟ ରହିବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ଦୃଢମନା ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:ଦିନଟି ଉଦାରମନା ଓ ସତସଙ୍ଗ ପ୍ରାପ୍ତି ହେବ। ସାଂସାରିକ କର୍ତ୍ତବ୍ୟ ପରାୟଣ ରହିବେ। ଚାକିରିରେ ସମ୍ମାନ ବଢିବ। ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ମକର:ଘାତଚକ୍ର କାରଣରୁ ହେଉଥିବା କାର୍ଯ୍ୟ ବିଗିଡିଯିବ। ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ଅପଯଶ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ମହିଳାମାନେ ନୂତନ ନିଯୁକ୍ତି ପାଇପାରନ୍ତି। ଧନସମ୍ମାନ ପାଇବେ। ଚାକିରିରେ କାର୍ଯ୍ୟଦକ୍ଷ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ;୮,ଶୁଭ ରଙ୍ଗ-କଳା

ମୀନ:ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

Leave A Reply

Your email address will not be published.