ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୭- ୦୨ – ୨୦୨୧ )

ମେଷ:କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ସନ୍ତାନସନ୍ତତିଙ୍କୁ ନେଇ ଖୁସିରେ ରହିବେ। ଚାକିରିରେ ସମ୍ମାନ ବଢିବ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ବୃଷ:ଦିନଟି କାର୍ଯ୍ୟରେ ବାଧାବିଘ୍ନ ରହିବ। ପଡୋଶୀଙ୍କ ସହ ମନାନ୍ତର ହୋଇପାରେ। ରାଜନୀତିରେ ପ୍ରତିନ୍ଦ୍ବନ୍ଦିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମିଥୁନ:କର୍ମକ୍ଷେତ୍ରରେ ଧନସମ୍ମାନ ପ୍ରାପ୍ତି ହେବ। ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ। ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

କର୍କଟ:କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ। ମହିଳାମାନେ ଚିନ୍ତାରେ ରହିବେ। ଶିଳ୍ପ ଓ ବାଣିଜ୍ୟରେ ସୁଫଳ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ସିଂହ:ସବୁରି କାର୍ଯ୍ୟରେ ସଫଳ ହେବେ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ। ବାଣିଜ୍ୟରେ ଉଚ୍ଚ ସଫଳତା ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:କର୍ମକ୍ଷେତ୍ରରେ ଅସହଯୋଗ ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ରାଜନୀତିରେ ବିରୋଧି ବୃଦ୍ଧି ପାଇବେ। ବାଣିଜ୍ୟରେ ସମସ୍ୟା ରହିବ। ବିଦ୍ୟାର୍ଥୀ ଅସ୍ଥିରମନା ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ତୁଳା:ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ। ମହିଳାମାନେ ସ୍ବାଭିମାନୀ ହେବେ। ରାଜନୀତିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ଦଶମସ୍ଥ ଚନ୍ଦ୍ର କାରଣରୁ ଆୟ ଉତ୍ତମ ହେବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଲାଭାନ୍ବିତ ହେବେ।ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ଧନୁ:କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଦାମ୍ପତ୍ୟରେ ଉତ୍ତମ ବୁଝାମଣା ରହିବ। ଚାକିରିରେ ନିଷ୍ଠାପର ରହିବେ। ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମକର:ଘାତଚନ୍ଦ୍ର କାରଣରୁ ବିଷମ ପରିସ୍ଥିତି ଦେଇ ଗତି କରିବେ। ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ ବାଧାବିଘ୍ନ ରହିବ। ବିଦ୍ୟାର୍ଥୀ ଭ୍ରମରେ ପଡିବେ।। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

କୁମ୍ଭ:ଦିନଟି ହସଖୁସିରେ କଟିପାରେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ପ୍ରଶାସନିକ ପ୍ରଶଂସିତ ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସାଂସାରିକ ଆର୍ଥିକ ସ୍ବଚ୍ଛଳତା ରହିବ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ଶୁଭ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

Leave A Reply

Your email address will not be published.