ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକାଶରୁ ଖସିଲା ମୃତ୍ଯୁ: ବଜ୍ରାଘାତରେ ୨୫ ଗାଈ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିିଯାଇଛି। ବଜ୍ରାଘାତରେ ୨୫ ଗାଈଙ୍କ ମୃତ୍ଯୁ ଘଟିଛି। ଗତକାଲି ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଏହି ବଜ୍ରାଘାତ ସମୟରେ ଗାଈ ଗୋଠରେ ଥିବା ଗାଈ ମଧ୍ୟରୁ ୨୫ ଗାଈ ମୃତ ହୋଇଥିବା ବେଳେ କିଛି ଗାଈ ଗୁରୁତର ଓ ସାମାନ୍ୟ ଆହତ ହୋଇଛନ୍ତି। ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଜରେସିଙ୍ଘା ଗାଁରେ ଗାଈସବୁ ଏକ ଗଛମୂଳରେ ଗୋଠରେ ଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୫ଟି ଗାଈଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.