ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୪- ୦୫- ୨୦୨୨ )

ମେଷ: ନୂତନ ଉଦ୍ୟମ ପାଇଁ ଦିନଟି ଭଲ ରହିବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇ ପାେର।

ବୃଷ: ଦୀର୍ଘ ଦିନର ଯୋଜନା ଫଳପ୍ରଦ ହେବ। ନୂତନ ନିବେଶ କରିପାରନ୍ତି। ମନ କଥା ଜୀବନସାଥୀଙ୍କୁ କହି ସନ୍ତୋଷ ଅନୁଭବ କରିବେ। ଛାତ୍ରଛାତୀମାନଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ।

ମିଥୁନ: ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅବହେଳା କରିବେ।

କର୍କଟ:ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ:ଗୁରୁଜନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ।

କନ୍ୟା: ପରିବାର ସଦସ୍ୟଙ୍କ ସହ ଭଲରେ ସମୟ କଟିବ। ଆଳସ୍ୟ ଅନୁଭବ କରିବେ। ମହିଳାମାନେ ଆଶାବାଦୀ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ତୁଳା: ଦେହ ଓ ମନ ଭଲ ରହିବ। ବେପାର ସମ୍ବନ୍ଧୀୟ କାର୍ଯ୍ୟ ପୂର୍ଣ୍ଣ ହେବ। ନୂତନ ନିଯୁକ୍ତି ସୁଯୋଗ ପାଇବେ। ସହକର୍ମୀଙ୍କ ସହଯୋଗ ପାଇବେ।

ବିଛା: ନୂତନ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସୂଚାରୁ ରୂପରେ ତୁଲାଇବେ।

ଧନୁ: କାର୍ଯ୍ୟରେ ସୁଧାର ଆସିବ। ପ୍ରିୟଜନଙ୍କ ସହ ଭେଟ ହୋଇପାରେ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମକର: କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ି ଯାଇପାରନ୍ତି। ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ।

କୁମ୍ଭ: ବରିଷ୍ଠ ବ୍ୟକ୍ତିଙ୍କର ସହଯୋଗ ପାଇବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଉତ୍ତମ ଲାଭ ହେବ। ବନ୍ଧୁବାନ୍ଧଙ୍କ ଆଗମନ ହୋଇପାରେ।

ମୀନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ବେପାରୀମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ଛାତ୍ରଛାତ୍ରୀ ସଫଳତା ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତର୍କବିତର୍କ ଦେଖାଦେଇ ପାରେ।

Leave A Reply

Your email address will not be published.