ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୟୁରଭଞ୍ଜ ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ମୟୁରଭଞ୍ଜ: ଜେଲରେ କରୋନା। ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ । ଏନେଇ ଉଦଳା ଏନଏସି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଉଦଳା ଜେଲରେ ମୋଟ୍ ୧୧୨ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ଆଜି ଉଦଳା ଏନଏସି ଦ୍ୱାରା ଜେଲ୍ ପରିସରକୁ ସାନିଟାଇଜ୍‌ କରାଯାଇଛି । ସମସ୍ତଙ୍କୁ ଜେଲ୍‌ ପରିସରରେ ସ୍ବତନ୍ତ୍ର କଠୋରୀରେ ରଖି ଚିକିତ୍ସା କରାଯାଉଛି । ଜେଲ ପରିସରକୁ ଆଉଥରେ ସାନିଟାଇଜ କରିବାକୁ ଜେଲ ତରଫରୁ ଉଦଳା ଅଗ୍ନିଶମ ବିଭାଗକୁ ଚିଠି ଲେଖାଯାଇଛି । ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ପାଇଁ ସ୍ବାବ ଟେଷ୍ଟ ପାଇଁ ନିଆଯାଇଛି ।

 

Leave A Reply

Your email address will not be published.