ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୧୯ -୨୦ ପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ଘୋଷଣା

ଭୁବନେଶ୍ୱର: ୨୦୧୯-୨୦ ପାଇଁ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ଓ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କଳାକାରଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଆସନ୍ତା ଅଗଷ୍ଟ ୩୦ରେ ପ୍ରଦାନ କରାଯିବ । ଏହି ସମ୍ମାନ ୨୦୧୯ ମସିିହା ପାଇଁ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଅନନ୍ତ ମହାପାତ୍ର ଏବଂ ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମକୁମ ମହାନ୍ତି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପାଇବେ । ସେହିପରି ଏକାଡେମୀ ପୁରସ୍କାର ପାଇଁ ୨୦୧୯ ଓ ୨୦୨୦ର ୧୬ ଜଣ ଲେଖାଏଁ କଳାକାର ମନୋନୀତ ହୋଇଛନ୍ତି ।

 

Leave A Reply

Your email address will not be published.