ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୀମାନ୍ତରେ ୨ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତରେ ଆଜି ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛି ପୁଲିସ । ମାଲକାନଗିରି ସୀମାନ୍ତ ହାନିମାକୋଣ୍ଡା ଠାରେ ଯବାନ ମାନେ କମ୍ବିଙ୍ଗ କରୁଥିବା ବେଳେ ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛନ୍ତି । ତେବେ ଏହି ଦୁଇ ମହିଳା ମାଓବାଦୀ ସୀମାନ୍ତ ସହ ମାଲକାନଗିରି ଜିଲ୍ଲାରେ ଯବାନଙ୍କ ଉପରେ ଆକ୍ରମଣ, ପୁଲିସ ସୂଚନାଦାତା ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା , ଆଇ ଡି ବ୍ଲାଷ୍ଟ ଭଳି ଅନେକ ମାଓ ହିଂସାରେ ଜଡିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.