ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଜଙ୍ଗରେ ଦନ୍ତା ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ

କାମାକ୍ଷାନଗର – ପରଜଙ୍ଗରେ ଦନ୍ତା ଆତଙ୍କ । ଦନ୍ତା ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ । ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗାଁର ଅଲେଖ ନାୟକ ଓ ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକ । ଅଲେଖ ଘର ପାଖ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀ କଚାଡି ମାରିଥିଲା । ସେହିପରି ଗଣ୍ଡତଇଳା ଗାଁର ବାରି ନାୟକଙ୍କୁ ଘର ପାଖରେ ଦନ୍ତା ହାତୀ କଚାଡି ମାରିଛି ।

Leave A Reply

Your email address will not be published.