ପରଜଙ୍ଗରେ ଦନ୍ତା ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ

କାମାକ୍ଷାନଗର – ପରଜଙ୍ଗରେ ଦନ୍ତା ଆତଙ୍କ । ଦନ୍ତା ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ । ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗାଁର ଅଲେଖ ନାୟକ ଓ ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକ । ଅଲେଖ ଘର ପାଖ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀ କଚାଡି ମାରିଥିଲା । ସେହିପରି ଗଣ୍ଡତଇଳା ଗାଁର ବାରି ନାୟକଙ୍କୁ ଘର ପାଖରେ ଦନ୍ତା ହାତୀ କଚାଡି ମାରିଛି ।

Leave a comment