ଶନିବାର ରାଶିଫଳ ( ୧୮-୦୯-୨୦୨୧ )

ମେଷ: କୌଣସି ଯୋଜନା ତୁରନ୍ତ ଫଳପ୍ରସୂ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ |ଚାକିରିରେ ପଦୋନ୍ନତି ହେବ। ବାଣିଜ୍ୟରେ ନୂତନତା ଆସିବ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍

ବୃଷ: କର୍ମକ୍ଷେତ୍ରରେ ସମ୍ମାନ ପାଇବେ ।ମହିଳାମାନେ ଚିନ୍ତାରେ ରହିବେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ । ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ | ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ମହିଳାମାନେ ଯଶକୀର୍ତ୍ତି ପାଇବେ । ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ

କର୍କଟ: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇ ଆଗେଇବେ। ଚାକିରିରେ ସହଯୋଗ ପାଇବେ | ବାଣିଜ୍ୟରେ ସ୍ବଳ୍ପ ଲାଭ ପାଇବେ । ଶିକ୍ଷାର୍ଥୀ ଚଞ୍ଚଳ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ସିଂହ: ବିଭିନ୍ନ ଉପାୟରେ ଉପାର୍ଜନ କରିବେ । ପ୍ରଶାସନିକ ଓ ରାଜନୀତିରେ ପ୍ରସିଦ୍ଧି ବଢିବ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ବାଣିଜ୍ୟରେ ସମୃଦ୍ଧି ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା: କିଛିଟା ଉତ୍ତେଜନା ଭିତରେ ଉନ୍ନତି କରିବେ । ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ତୁଳା: କାର୍ଯ୍ୟରେ ବିଳମ୍ବ ଓ ଖର୍ଚ୍ଚାନ୍ତ ରହିବ। ଚାକିରିରେ ଅବହେଳା ରହିବ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ବିଛା: କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ମହିଳାମାନେ ସ୍ଵାଭିମାନୀ ହେବେ । ରାଜନୀତିରେ ଶତ୍ରମାନେ ପ୍ରଭାବିତ କରିବେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଅଧୟନରତ ରହିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ: ଦିନଟି ହସଖୁସିର ଆସର ଜମିପାରେ। ଚାକିରିରେ ଧନସମ୍ମାନ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ। ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର: ଦିନଟି ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ରହିବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

କୁମ୍ଭ: କର୍ମକ୍ଷେତ୍ରରେ ଅବହେଳା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ଚାକିରିରେ ସମସ୍ୟା ରହିବ । ବାଣିଜ୍ୟ ମନ୍ଥର ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ: ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଚାକିରିରେ ସ୍ଥାୟିତ୍ଵ ବୃଦ୍ଧି ପାଇବ | ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଗ୍ରାହକପ୍ରିୟ ହେବେ । ଶିକ୍ଷାର୍ଥୀ ଆଦର ପାଇବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

Leave a comment