ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୪- ୧୦- ୨୦୨୧ )

ମେଷ: ଦଶମସ୍ଥ ଚନ୍ଦ୍ରଙ୍କ କାରଣରୁ କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା

ବୃଷ-ଯୋଜନା କରି ସଫଳ ହେବେ । ଚାକିରିରେ ନିଷ୍ଠାପର ରହିବେ। ମହିଳାମାନେ ଧର୍ମ ପରାୟଣା ହେବେ । ରାଜନୀତିରେ ସମ୍ମାନିତ ହେବେ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍

ମିଥୁନ: ର୍କମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି । ଚାକିରିରେ ଚାପ ରହିବ। ରାଜନୀତିରେ ଶତ୍ରବୃଦ୍ଧି ହେବେ। ବାଣିଜ୍ୟ ଚିନ୍ତାଜନକ ରହିବ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କର୍କଟ – ଦିନଟି ପ୍ରସନ୍ନତା ଭିତରେ କଟିବ। ଉଭୟ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ଚାକିରିରେ ପ୍ରଶଂସିତ ହେବେ | ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

ଏଥିସହିତ ପଢ଼ନ୍ତୁ

ସିଂହ – କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ | ଚାକିରି ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ସକ୍ରିୟ ରହିବେ | ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା: ବହୁ ପରିଶ୍ରମ କରି ସୁଫଳ ପାଇବେ । ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର ।

ତୁଳା:କେତେକ କାର୍ଯ୍ୟକୁ ନେଇ ମନସ୍ତାପରେ ରହିବେ । ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ । ମହିଳାମାନେ ଆଳସ୍ୟ ରହିବେ । ବାଣିଜ୍ୟରେ ସମସ୍ୟା ରହିବ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ବିଛା – ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ । ଚାକିରିରେ ଧନ ସମ୍ମାନ ପାଇବେ । ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ସମୃଦ୍ଧି ହେବ । ଶିକ୍ଷାର୍ଥୀ ସଫଳ ହେବେ। ଶୁଭଅଙ୍କ-୯, ଶୁଭରଙ୍ଗ -ମେରୁନ୍

ଧନୁ – ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ମହିଳାମାନେ ଆଦରଣୀୟା ହେବେ । ଚାକିରିରେ ସମ୍ମାନିତ ହେବେ । ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ ଶୁଭ ଅଙ୍କ – ୮, ଶୁଭ ରଙ୍ଗ — ବାଇଗଣୀ

ମକର:-ଦିନଟି ହର୍ମୋଲ୍ଲାସରେ କଟିବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ଚାକିରିରେ ସହଯୋଗ ପାଇବେ । ବାଣିଜ୍ୟରେ ଗ୍ରାହକ ପ୍ରିୟତା ବଢ଼ିବ । ଶିକ୍ଷାର୍ଥୀ ଆଶାନୁରୂପ ଫଳ ପାଇବେ । ଶୁଭ ଅଙ୍କ -୬, ଶୁଭ ରଙ୍ଗ – ସିଲଭର୍

କୁମ୍ଭ:ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ । ଚାକିରିରେ କାର୍ଯ୍ୟ ବହୁଳତା ରହିବ । ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ । ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସଫଳ ହୋଇପାରନ୍ତି। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍ ।

ମୀନ:- ସ୍ବପ୍ନ ସାକାରା ହେବ । ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ହେବେ। ମହିଳାମାନେ ଉଚ୍ଚାଭିଳାଷୀ ହେବେ । ବାଣିଜ୍ୟରେ ନୂତନତା ସୃଷ୍ଟି ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

Leave A Reply

Your email address will not be published.