ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆନ୍ଧ୍ରପ୍ରଦେଶର ଆଉ ୧୩ ନୂଆ ଜିଲ୍ଲା ଗଠନ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ୧୩ ଟି ନୂତନ ଜିଲ୍ଲାକୁ ଉଦଘାଟନ କରିବେ। ଆନ୍ଧ୍ରପ୍ରଦେଶର ସମୁଦାୟ ଜିଲ୍ଲା ସଂଖ୍ୟା ୨ଗୁଣ ବା ୨୬କୁ ବୃଦ୍ଧି କରାଯିବ।

ସୂଚନା ଅନୁଯାୟୀ, ଏପ୍ରିଲ୍‌ ୭ ତାରିଖରେ ମନ୍ତ୍ରୀ ପରିଷଦ୍‌ର ଏକ ବୈଠକ ମଧ୍ୟ ବସିବ। ଏଥିରେ ରାଜ୍ୟ ଚଳାଇବା ପାଇଁ ନୂଆ ଟିମ୍‌ ନିୟୋଜନ କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ବିଚାରବିମର୍ଶ କରାଯିବ। ଏହି ସ୍ମରଣୀୟ ଦିନରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପୋର୍ଟାଲ୍‌ ଏବଂ ପୁସ୍ତିକା ଉନ୍ମୋଚନ କରିବେ। ଜିଲ୍ଲା ପାଇଁ ଅଫିସ୍‌ ଆଲଟ୍‌ମେଣ୍ଟ୍‌ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜଗନ୍‌ ନିର୍ଦେଶ ଦେଇ କହିଛନ୍ତି। ଏପ୍ରିଲ୍‌ ୪ ତାରିଖ ସୁଦ୍ଧା ଜିଲ୍ଲା କାର୍ଯ୍ଯା ଳୟର ପଦବୀଗୁଡ଼ିକରେ ଅଧିକାରୀମାନେ ଅବସ୍ଥାନ କରିବାକୁ କୁହାଯାଇଛି।

Leave A Reply

Your email address will not be published.