ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୦ -୦୧ -୨୦୨୨ )

ମେଷ: ଦିନଟି ବ୍ୟସ୍ତବିବ୍ରତ ରହିବେ । ଚାକିରିରେ କାର୍ଯ୍ୟବହୁଳ ଦେଖା ଦେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ । ଶିକ୍ଷାର୍ଥୀ ଅବହେଳା କରିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲଡେନ୍।

ବୃଷ: ବହୁ ଚେଷ୍ଟା ସତ୍ତ୍ବେ ସାମାନ୍ୟ ଫଳ ପାଇବେ ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଚାକିରିରେ ସମସ୍ୟା ରହିବ | ମହିଳାମାନେ ଚିନ୍ତାରେ ରହିବେ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ମିଥୁନ: କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ସାଂସାରିକ ସୁଖଶାନ୍ତି ପ୍ରାପ୍ତିହେବ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧିପାଇବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ କୃତିତ୍ୱ ଅର୍ଜନ କରିବେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ – ସିଲଭର ।

କର୍କଟ:କୌଣସି ବିଶେଷ କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ପାଇବେ। ଚାକିରିରେ ସମ୍ମାନିତ ହେବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟର ସମୃଦ୍ଧି ହେବେ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍ଗ-୨, ଶୁଭ ରଙ୍ଗ-ଧଳା ।

ଏଥିସହିତ ପଢ଼ନ୍ତୁ

ସିଂହ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅନୁଶ ସରେ ରହିବେଶୂଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍ ।

କନ୍ୟା କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ ରାଜନୀତିରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ । ମହିଳାମାନେ ହତାଦର ହେବେ | ବାଣିଜ୍ୟ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ | ଶୁଭ ଅଙ୍କ – ୪, ଶୁଭ ରଙ୍ଗ- ମେଟାଲିକ |

ତୁଳା:ଦିନଟି ଶୁଖଶାନ୍ତି ଭିତରେ କଟିବ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବେ ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।

ବିଛା: ଦୃଢ଼ମନ ଓ ସକାରାମୂକତା ପାଇଁ ସଫଳତା ପାଇବେ। ଉଭୟ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ- କଫି ।

ଧନୁ: ଅଟକିରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରିରେ ଦାୟିତ୍ଵ ରହିବ। ମହିଳାମାନେ ପରିଶ୍ରମୀ ହେବେ । ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଶୁଭଫଳ ପାଇବେ । ଶିକ୍ଷାର୍ଥୀ ସୁଫଳ ପାଇବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍।

ମକର: କେତେକ କାର୍ଯ୍ୟକୁ ନେଇ ବ୍ୟଥ୍‌ତ ହେବେ। ଚାକିରିରେ ଅସହଯୋଗ ରହିବ। ମହିଳାମାନେ ଆଳସ୍ୟ ଅନୁଭବ କରିବେ। ବାଣିଜ୍ୟରେ ଆୟ ଓ ବ୍ୟୟ ସମାନ ରହିବ ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲ୍ଡେନ୍‌ ।

କୁମ୍ଭ: ସମାଜରେ ପ୍ରଭାବଶାଳୀ ରହିବେ । ମହିଳାମାନେ ରକ୍ଷଣଶୀଳ ହେବେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।

ମୀନ: ଦିନଟି ଧନ ସମ୍ମାନ ପାଇବେ। ପଡ଼ୋଶୀଙ୍କ ସହଯୋଗ ମିଳିବ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

Leave A Reply

Your email address will not be published.