bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

୧୦ ବ୍ୟାଙ୍କ ବଢ଼ାଇଲେ ସୁଧ ହାର

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ପରେ ଦେଶର ୧୦ ବ୍ୟାଙ୍କ ସେମାନଙ୍କର ସୁଧ ହାର ବୃଦ୍ଧି କରିଛନ୍ତି। ବନ୍ଧନ ବ୍ୟାଙ୍କ ଏହାର ଏଫଡିରେ ଦିଆଯାଇଥିବା ସୁଧ ହାରକୁ ମେ ୪ ରୁ ୫୦ ବେସିସ୍‌ ପଏଣ୍ଟକୁ ବୃଦ୍ଧି କରିଛି। ସେହିପରି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ରିଟେଲ ଗ୍ରାହକଙ୍କ ପାଇଁ ସୁଧ ହାରକୁ ୦.୩୫ ପ୍ରତିଶତକୁ ବୃଦ୍ଧି କରିଛି।

ଜନ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛି। ଆଇସିଆଇସିଆଇ ବ୍ୟାଙ୍କ ରେପୋ ଆଧାରିତ ସୁଧ ହାରକୁ ମେ ମାସ ୪ରୁ ୮.୧୦ ପ୍ରତିଶତକୁ ବୃଦ୍ଧି କରିଛି। ବ୍ୟାଙ୍କ ଏଫଡି ଉପରେ ସୁଧ ହାର ମଧ୍ୟ ବୃଦ୍ଧି କରିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏହାର ସୁଧ ହାର କୁ୫ ରୁ ୭.୨୫ ପ୍ରତିଶତକୁ ବୃଦ୍ଧି କରିଛି।

Leave a comment